May 11, 2021

Odiaall

Odisha News & Blog

ଜାଣନ୍ତୁ ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ପଛର କାରଣ.

SRS-Image

ତାରିଖ 14 ଜୁନ 2020..
ଅପରାହ୍ନ ପ୍ରାୟ 2 ଟା ବେଳେ ସୁଶାନ୍ତ ସିଂ ରାଜପୁତ ଙ୍କ ମର ଶରୀର ଝୁଲନ୍ତା ଅବସ୍ଥା ରେ ତାଙ୍କ ନିଜ ମୁମ୍ବାଇ ସ୍ଥିତ ବାସଭଵନ ରୁ ଉଦ୍ଧାର କରାଯାଇଛି. ଏହା ସହିତ ଖବର ଶୁଣିବାକୁ ମିଳୁଛି ତାଙ୍କ ମ୍ୟାନେଜର ‘ଦିଶା’ ମଧ୍ୟ ଆତ୍ମହତ୍ୟା କରିଛନ୍ତି.

ସୁଶାନ୍ତ ସିଂ ରାଜପୁତ ବଲିଉଡ ର ଜଣେ ଜଣାଶୁଣା କଳାକାର. ସେ ବହୁତ ସିନେମା ରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି.
ଏମ. ଏସ. ଧୋନି ଚଳଚିତ୍ର ରେ ଅଭିନୟ କରି ସେ ବେଶ ଖୁବ ପ୍ରଶଂସା ପାଇଛନ୍ତି ଏବଂ ଲୋକମାନଙ୍କ ଅତି ପ୍ରିୟ କଳାକାର ଭାବରେ ପରିଚୟ ସୃଷ୍ଟି କରିଥିଲେ.

ହେଲେ ଏବେ ସେ ଆର ପାରିରେ.
ତାଙ୍କ ଆତ୍ମହତ୍ୟା ସହ ତାଙ୍କ ମ୍ୟାନେଜର ଙ୍କ ହତ୍ୟା ଏବେ ସନ୍ଦେହ ସୃଷ୍ଟି କରିଛି. ଏବଂ ଏହି ଘଟଣା ବହୁତ ପ୍ରଶ୍ନ ଛାଡି ଯାଇଛି.

Leave a Reply

Your email address will not be published. Required fields are marked *

Copyright © All rights reserved. | Newsphere by AF themes.